e-Grievance Redressal System

ଏହା କିଭଳି କାମ କରେ ?
  • ନାଗରିକମାନେ ସଂଯୋଗ ହେଲ୍ପଲାଇନକୁ ନିଶୁଲ୍କ ନମ୍ବର (୧୫୫୩୩୫)ରେ ଯୋଗାଯୋଗକରି କିମ୍ବା ଇମେଲ, ଫାକ୍ସ, ଲେଟର ଦ୍ୱାରା ନିଜ ଅଭିଯୋଗ ଦାଖଲ କରିପାରିବେ.
  • ସୂଚନା କେନ୍ଦ୍ର ପରିଚାଳକ ସଂଯୋଗ ହେଲ୍ପଲାଇନରେ ଉପସ୍ଥିତ ରହି କଲ / ଇମେଲ / ଫାକ୍ସ / ଲେଟରକୁ ଗ୍ରହଣ କରିବେ ଏବଂ ଅଭିଯୋଗକୁ କମ୍ପୁଟରରେ ପଞ୍ଜିକରଣ କରିବେ. କାର୍ଯ୍ୟକାରୀ ଅଧିକାରୀ ନିଜର କ୍ଷେତ୍ରରେ ତାଙ୍କ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ ଗ୍ରହଣ କରିବାର ବିକଳ୍ପ ଏକ ଫାକ୍ସ ମଧ୍ୟ ପାଇପାରିବେ.
  • ଯଦି ଅଭିଯୋଗର ସମାଧାନ ନିର୍ଧାରିତ ସମୟ ସୀମାରେ ନ ହୋଇଥିବା ତେବେ ଅଭିଯୋଗକୁ ଇମେଲ, ଫାକ୍ସ ଦ୍ୱାରା ଉଚ୍ଚ ଅଧିକାରୀଙ୍କ ନିକଟକୁ କାର୍ଯ୍ୟକାରୀ କାରିବା ପାଇଁ ପଠାଯିବ
  • ଏକ ସୁଦୃଢ ତଥ୍ୟ ଇମେଲ କିମ୍ବା ଫାକ୍ସ ଦ୍ୱାରା ସମ୍ପର୍କୀୟ ବିଭାଗକୁ ଦେବା ଶେଷରେ ନିଜ ପ୍ରସଙ୍ଗରେ ପଠାଯିବ
To Know Your Grievance Status Please enter Your Ticket Number
Post Your Grievance through

Email: grievance.sanjoghelpline [at] gmail [dot] com

ଏହା କିଭଳି କାମ କରେ

ନାଗରିକମାନେ ସଂଯୋଗ ହେଲ୍ପଲାଇନକୁ ନିଶୁଲ୍କ ନମ୍ବର (୧୫୫୩୩୫)ରେ ଯୋଗାଯୋଗକରି କିମ୍ବା ଇମେଲ, ଫାକ୍ସ, ଲେଟର ଦ୍ୱାରା ନିଜ ଅଭିଯୋଗ ଦାଖଲ କରିପାରିବେ. ସୂଚନା କେନ୍ଦ୍ର ପରିଚାଳକ ସଂଯୋଗ ହେଲ୍ପଲାଇନରେ ଉପସ୍ଥିତ ରହି କଲ / ଇମେଲ / ଫାକ୍ସ / ଲେଟରକୁ ଗ୍ରହଣ କରିବେ ଏବଂ ଅଭିଯୋଗକୁ କମ୍ପୁଟରରେ ପଞ୍ଜିକରଣ କରିବେ. ପଞ୍ଜିକରଣ ସମୟରେ ଏକ ଏସଏମଏସ କାର୍ଯ୍ୟକାରୀ ଅଧିକାରୀଙ୍କ ନିକଟକୁ ତୁରନ୍ତ ସୂଚନା ରୂପେ ପଠାଯିବ. କାର୍ଯ୍ୟକାରୀ ଅଧିକାରୀ ନିଜର କ୍ଷେତ୍ରରେ ତାଙ୍କ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ ଗ୍ରହଣ କରିବାର ବିକଳ୍ପ ଏକ ଫାକ୍ସ ମଧ୍ୟ ପାଇପାରିବେ. ଗ୍ରହଣ କାରିବା ଅଧିକାରୀ ନିର୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବେ ଏବଂ ସଂଯୋଗ ହେଲ୍ପଲାଇନ ୱେବସାଇଡରେ ଲଗଇନ କରି କିମ୍ବା ସେହି ନିଃଶୁଳ୍କ ନମ୍ବରକୁ ଟିକେଟ ନମ୍ବର ସହିତ ଯୋଗାଯୋଗ କରି ଅନୁଧ୍ୟାନ କରିପାରିବେ. ଯଦି ଅଭିଯୋଗର ସମାଧାନ ନିର୍ଧାରିତ ସମୟ ସୀମାରେ ନ ହୋଇଥିବା ତେବେ ଅଭିଯୋଗକୁ ଇମେଲ, ଫାକ୍ସ ଦ୍ୱାରା ଉଚ୍ଚ ଅଧିକାରୀଙ୍କ ନିକଟକୁ କାର୍ଯ୍ୟକାରୀ କାରିବା ପାଇଁ ପଠାଯିବ I ଏକ ସୁଦୃଢ ତଥ୍ୟ ଇମେଲ କିମ୍ବା ଫାକ୍ସ ଦ୍ୱାରା ସମ୍ପର୍କୀୟ ବିଭାଗକୁ ଦେବା ଶେଷରେ ନିଜ ପ୍ରସଙ୍ଗରେ ପଠାଯିବ I