e-Grievance Redressal System

To Know Your Grievance Status Please enter Your Ticket Number
Post Your Grievance through

Email: grievance.sanjoghelpline [at] gmail [dot] com

ସଂଯୋଗ ବିଷୟରେ

ସଂଯୋଗ ହେଲ୍ପଲାଇନ (sanjoghelpline.odisha.gov.in) ଏକ ଓଡ଼ିଶା ରାଜ୍ୟ ସୂଚନାକେନ୍ଦ୍ର ଯାହାଦ୍ୱାରା ନାଗରିକମାନେ ଏକ ନିଃଶୁଳ୍କ ନମ୍ବର ୧୫୫୩୫୫କୁ ଯୋଗାଯୋଗ କରି, ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ସମ୍ପର୍କିତ ଅଭିଯୋଗ ଦାଖଲ କରିପାରିବେ

ଉଦେଶ୍ୟ: ଓଡ଼ିଶାର ଗ୍ରାମୀଣ ନାଗରିକମାନଙ୍କ ସମସ୍ୟାର ସମାଧାନର ପ୍ରକ୍ରିୟା ଏକ ସ୍ଥାନରେ ଦର୍ଶାଇବା ଏବଂ ଏକ କେନ୍ଦ୍ରୀକ ଅଭିଯୋଗ ପ୍ରତିକାର ବ୍ୟବସ୍ଥାରେ ଅତିଶୀଘ୍ର ଅଭିଯୋଗର ସମାଧାନ କରିବା ସଂଯୋଗ ହେଲ୍ପଲାଇନର ଉଦେଶ୍ୟ I ସଂଯୋଗ ହେଲ୍ପଲାଇନ ନିମ୍ନ ଲିଖିତ ସୁବିଧା ପ୍ରଦାନ କରୁଅଛି I

  • ନାଗରିକମାନେ ନିଜର ଅଭିଯୋଗକୁ ଏକ ସ୍ଥାନରେ ପଂଜିକୃତ କରିପାରିବେ I
  • ନାଗରିକମାନଙ୍କ ଅଭିଯୋଗକୁ କମ ସମୟସୀମା ମଧ୍ୟରେ ସମ୍ବନ୍ଧିତ ବିଭାଗକୁ ପ୍ରସାରିତ କରାଯିବ . . I
  • ଅଭିଯୋଗ ସମ୍ପର୍କରେ ତୁରନ୍ତ ସୂଚନା ସମ୍ବନ୍ଧିତ କାର୍ଯ୍ୟାଳୟର ମୁଖ୍ୟଙ୍କୁ ଏସଏମଏସ, ଇମେଲ ଏବଂ ଫାକ୍ସ ଦ୍ଵାରା ପଠାଯିବ I
  • ଦ୍ୱିପାକ୍ଷିକ ତଥ୍ୟର ଆଦାନପ୍ରଦାନକୁ ନଜରରଖିବା ସହିତ ଅଭିଯୋଗର ସମାଧାନ କରାଯିବ I

ସଂକ୍ଷିପ୍ତ ସୂଚନା : ସଂଯୋଗ ହେଲ୍ପଲାଇନ, ବିଭିନ୍ନ ସରକାରୀ ଯୋଜନା ଆଧାରିତ ଅଭିଯୋଗକୁ ସକାଳ ୯ ଘଟିକାରୁ ସନ୍ଧ୍ୟା ୫ ଘଟିକାମଧ୍ୟରେଚଳିତ ସୂଚନାକେନ୍ଦ୍ରରେ ସାଧାରଣ ନାଗରିକଙ୍କ ଅଭିଯୋଗକୁ କମ୍ପୁଟରରେ ଅନୁବାଦକରି ଗ୍ରହଣକରେI ଏହାଦ୍ୱାରା ନିର୍ମିତ ଚାତୁରୀକ ବ୍ୟବସ୍ତା ସୁନିଶ୍ଚିତ କରଯେ, ICT କୁ ବ୍ୟବହାରକାରୀ ଅଭିଯୋଗର ସମାଧାନ କରାଯାଇ ପାରିବ, ଯାହାକି ସ୍ୱଚାଳିତ ଏବଂ ଅଭିଯୋଗର ସ୍ଥିତିକୁ କାର୍ଯ୍ୟରେ ଥିବା ଅଧିକାରୀ କାର୍ଯ୍ୟକାରୀ କରିବେ I

ଏକ ନିର୍ଦ୍ଧିଷ୍ଟ ଅଭିଯୋଗର ସମାଧାନ କରିବାକୁ, କେବଳ ସମ୍ପର୍କିତ କାର୍ଯ୍ୟାଳୟ, କମ୍ପୁଟରରେ ଥିବା ଅଭିଯୋଗକୁ ଏସଏମଏସ, ଇମେଲ ଦ୍ୱାରା କିମ୍ବା ୱେବ ପୋର୍ଟାଲ ଦ୍ୱାରା ଅଧୁନାତନ କରିପାରିବା I ଯଦି କୌଣସି ସମ୍ବନ୍ଧିତ ଅଧିକାରୀ ତୁରନ୍ତ ପଦକ୍ଷପନନିଅନ୍ତି ତେବେ, ICT ସ୍ୱଚାଳିତ ଭାବେ ଅଭିଯୋଗକୁ ଉଚ୍ଚାଧିକାରୀଙ୍କୁଅବଗତକରିବ I ସଂଯୋଗ ହେଲ୍ପଲାଇନ ଦ୍ୱାରା ନିର୍ମିତ MIS, କାର୍ଯ୍ୟାଳୟ ଏବଂ ଜସମ୍ପର୍କିତ ଅଧିକାରୀଙ୍କ କାର୍ଯ୍ୟ ସମ୍ପାଦନା ବିଷୟରେ ପ୍ରକ୍ରିୟା ଚିହ୍ନଟ କରେ I

    ସୁବିଧା :
  • ନିଃଶୁଳ୍କ ନମ୍ବର ସାହାଯ୍ୟରେ ସମୟ ଅନୁସାରେ ସମର୍ଥନ ପ୍ରଦାନ କରିବା ଦ୍ୱାରା ନିଶ୍ଚିନ୍ତ ଭାବେ ସମୟ ଏବଂ ମୂଲ୍ୟ ସଂଚିତ ଦକ୍ଷବୃଦ୍ଧି, ଜନତାଙ୍କ ପାଇଁ ସେମାଙ୍କର ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଦରକାରୀ ସମର୍ଥନ ହାସଲ କରିପାରିବା I
  • ଯଦି ଅଭିଯୋଗଟି ପ୍ରଥମ ଅଧିକାରୀ ଦ୍ଵାରା ସମାଧାନ ନହୋଇପାରୁଛି ତେବେ ଉଚ୍ଚାଧିକାରୀଙ୍କୁ ଅଭିଯୋଗଟି ସ୍ୱଚାଳିତ ପ୍ରକ୍ରିୟାରେ ଅବଗତ କରାଯିବ I
  • ବ୍ୟବସ୍ଥାକୁ ଆଇନ ସଂଗତକରିବା ପାଇଁ ପ୍ରତିଦିନ ଶେଷରେ ଦୈନିକ ବିବୃତି (କେତୋଟି ପ୍ରଶ୍ନ ପଚରାଯାଇଛି , କେତୋଟି ଅଭିଯୋଗ ଏ ପଂଜୀକୃତ ହେଇଛି , କେତୋଟି ସମସ୍ୟାର ସମାଧାନ ହେଇଚି ) ଇମେଲ ଏବଂ ଫାକ୍ସ ଦ୍ୱାରା ସମ୍ପୃକ୍ତ ଅଧିକାରୀଙ୍କୁ ସୂଚନା ଦିଆଯିବ I
  • ଉଭୟ ନାଗରିକ, କାର୍ଯ୍ୟକାରୀ ଅଧିକାରୀ ଏବଂ ସରକାରୀ କାର୍ଯ୍ୟାଳୟ ଅଧିକାରୀ ସୂଚନାକୁ ପାଇବା ପାଇଁ ପୋର୍ଟାଲରେ ଥିବା ସୂଚନାକୁ କାର୍ଯ୍ୟକାରୀ କରି ପାରିବେ I
  • ଜିଲ୍ଲା ଏବଂ ବ୍ଲକସ୍ତରୀୟ ବିବୃତି ବିଷୟରେ ପୋର୍ଟାଲ ଦ୍ୱାରା ଦେଖି ପାରିବେ I
  • ନାଗରିକମାନେ ପଂଜିକୃତ ଅଭିଯୋଗର ସ୍ଥିତି ସହଜରେ ଜାଣିପାରିବେ I