e-Grievance Redressal System

cmphoto
ଏହା କିଭଳି କାମ କରେ ?
  • ନାଗରିକମାନେ ସଂଯୋଗ ହେଲ୍ପଲାଇନକୁ ନିଶୁଲ୍କ ନମ୍ବର (୧୫୫୩୩୫)ରେ ଯୋଗାଯୋଗକରି କିମ୍ବା ଇମେଲ, ଫାକ୍ସ, ଲେଟର ଦ୍ୱାରା ନିଜ ଅଭିଯୋଗ ଦାଖଲ କରିପାରିବେ.
  • ସୂଚନା କେନ୍ଦ୍ର ପରିଚାଳକ ସଂଯୋଗ ହେଲ୍ପଲାଇନରେ ଉପସ୍ଥିତ ରହି କଲ / ଇମେଲ / ଫାକ୍ସ / ଲେଟରକୁ ଗ୍ରହଣ କରିବେ ଏବଂ ଅଭିଯୋଗକୁ କମ୍ପୁଟରରେ ପଞ୍ଜିକରଣ କରିବେ. କାର୍ଯ୍ୟକାରୀ ଅଧିକାରୀ ନିଜର କ୍ଷେତ୍ରରେ ତାଙ୍କ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ ଗ୍ରହଣ କରିବାର ବିକଳ୍ପ ଏକ ଫାକ୍ସ ମଧ୍ୟ ପାଇପାରିବେ.
  • ଯଦି ଅଭିଯୋଗର ସମାଧାନ ନିର୍ଧାରିତ ସମୟ ସୀମାରେ ନ ହୋଇଥିବା ତେବେ ଅଭିଯୋଗକୁ ଇମେଲ, ଫାକ୍ସ ଦ୍ୱାରା ଉଚ୍ଚ ଅଧିକାରୀଙ୍କ ନିକଟକୁ କାର୍ଯ୍ୟକାରୀ କାରିବା ପାଇଁ ପଠାଯିବ
  • ଏକ ସୁଦୃଢ ତଥ୍ୟ ଇମେଲ କିମ୍ବା ଫାକ୍ସ ଦ୍ୱାରା ସମ୍ପର୍କୀୟ ବିଭାଗକୁ ଦେବା ଶେଷରେ ନିଜ ପ୍ରସଙ୍ଗରେ ପଠାଯିବ
To Know Your Grievance Status Please enter Your Ticket Number
Post Your Grievance through

Email: grievance.sanjoghelpline [at] gmail [dot] com

ସଂଯୋଗ ବିଷୟରେ

ସଂଯୋଗ ହେଲ୍ପଲାଇନ (sanjoghelpline.odisha.gov.in) ଏକ ଓଡ଼ିଶା ରାଜ୍ୟ ସୂଚନାକେନ୍ଦ୍ର ଯାହାଦ୍ୱାରା ନାଗରିକମାନେ ଏକ ନିଃଶୁଳ୍କ ନମ୍ବର ୧୫୫୩୫୫କୁ ଯୋଗାଯୋଗ କରି, ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ସମ୍ପର୍କିତ ଅଭିଯୋଗ ଦାଖଲ କରିପାରିବେ |

ଉଦେଶ୍ୟ: ଓଡ଼ିଶାର ଗ୍ରାମୀଣ ନାଗରିକମାନଙ୍କ ସମସ୍ୟାର ସମାଧାନର ପ୍ରକ୍ରିୟା ଏକ ସ୍ଥାନରେ ଦର୍ଶାଇବା ଏବଂ ଏକ କେନ୍ଦ୍ରୀକ ଅଭିଯୋଗ ପ୍ରତିକାର ବ୍ୟବସ୍ଥାରେ ଅତିଶୀଘ୍ର ଅଭିଯୋଗର ସମାଧାନ କରିବା ସଂଯୋଗ ହେଲ୍ପଲାଇନର ଉଦେଶ୍ୟ I ସଂଯୋଗ ହେଲ୍ପଲାଇନ ନିମ୍ନ ଲିଖିତ ସୁବିଧା ପ୍ରଦାନ କରୁଅଛି I

  • ନାଗରିକମାନେ ନିଜର ଅଭିଯୋଗକୁ ଏକ ସ୍ଥାନରେ ପଂଜିକୃତ କରିପାରିବେ I
  • ନାଗରିକମାନଙ୍କ ଅଭିଯୋଗକୁ କମ ସମୟସୀମା ମଧ୍ୟରେ ସମ୍ବନ୍ଧିତ ବିଭାଗକୁ ପ୍ରସାରିତ କରାଯିବ . . I
  • ଅଭିଯୋଗ ସମ୍ପର୍କରେ ତୁରନ୍ତ ସୂଚନା ସମ୍ବନ୍ଧିତ କାର୍ଯ୍ୟାଳୟର ମୁଖ୍ୟଙ୍କୁ ଏସଏମଏସ, ଇମେଲ ଏବଂ ଫାକ୍ସ ଦ୍ଵାରା ପଠାଯିବ I
  • ଦ୍ୱିପାକ୍ଷିକ ତଥ୍ୟର ଆଦାନପ୍ରଦାନକୁ ନଜରରଖିବା ସହିତ ଅଭିଯୋଗର ସମାଧାନ କରାଯିବ I